କହିବି ନି, ଥାଉ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କହିବି ନି, ଥାଉ

Rating: 5.0

ଜାଣେ,
ଡହକବିକଳ ହେବାର କାରଣ ।

ଜାଣେ,
ଫେଣମୟ ଆକାଶରେ
ତତଲା ବାଲି ଉଡିବାର କାରଣ ।

ଆଉ ଜାଣେ ବୋଲି
ଅଛି ଏଠି ସକାଳରୁ ସଂଜ ଯାଏ,
ଖାଇ ପିଇ ଶୋଇ ମସ୍ତ ହୋଇ ।

ଆଉ ଅଛି ବୋଲି କେହି କିଛି
କହୁ ନ କହୁ ତୁମେ ଟାକି ବସିଛ
ଦୀପ ଲଗାଇ ଭୋର ଆକାଶ
ଡାକ ଛାଡିବା ଆଗରୁ ।

ଆକାଶରେ ମୁଁ ଦେଖିଛି
ଯେତେ ଯେତେ ରଙ୍ଗ କହିଦେବି କି,
ନା, କହିବି ନି, ଥାଉ ।

Saturday, October 29, 2016
Topic(s) of this poem: sky
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success