ସ୍ଵପ୍ରକାଶ
ସ୍ଵୟଂଭୋଜନ
ସ୍ଵୟଂ ଭୋକ୍ତା ।
ସହନଶୀଳ
ସର୍ବଭୂତଜୟୀ
ସ୍ଵୟଂ ଅବ୍ୟର୍ଥ ।
ଶୋଧକ ପୁଣି ମୁଁ,
ମୁଁ କବି ।
ମୁଁ କବି,
ମୋରି ପାଇଁ
ମୋର ଏତେ ଆୟୋଜନ
ଏଠି ।
ମୁଁ କବି,
ବିଶୁଦ୍ଧ ଆତ୍ମରୂପୀ ।
This poem has not been translated into any other language yet.
I would like to translate this poem