ଆଲୋଚନା
ଆଲୋଚନା ପାଇଁ
ସ୍ଵାଗତ ।
ଝାମେଲା କରିବାକୁ
ନାହିଁ ଅନୁମତି ।
ସମସ୍ତଙ୍କର ମଙ୍ଗଳ
ହେବ ଯେମିତି
ନିଆ ହୋଇଛି ପଦକ୍ଷେପ ।
ବାଧ୍ୟ ତୁମେ ପସନ୍ଦ କରିବାକୁ
ଯଦି ପ୍ରସ୍ତୁତ ସେବା ଦେବାକୁ ।
ନିର୍ମଳ ହୃଦୟ ରଖି ପାଖରେ
ଆସ ମୋର ପ୍ରିୟ ମଣିଷ,
ସତ୍ୟ ଆଉ ପ୍ରେମରେ
ଜିଣିବାକୁ ପୃଥିବୀର ସମସ୍ତଙ୍କୁ ।
ସୁସ୍ଵାଗତ ତୁମକୁ ।
This poem has not been translated into any other language yet.
I would like to translate this poem
Let us come forward for a discussion for the welfare of all. The common causes be discussion with clear hearts.