ହସ ମୋର ଫୁଲ,
ଫୁଲ ହସ ।
ଆଉ ଏ ହସ
ଉପରେ ନାହାନ୍ତି କେହି ।
ହସରେ ମୁଁ
ଦିଏଁ ଜୀବନ
ଜଡକୁ ।
ଆଉ ଜଡ ହୁଏ
ଶୁଦ୍ଧାଚାର
ନିତ୍ୟ ।
ନିର୍ଦେଶକ ବୋଲି
ନ ଥାନ୍ତି କେହି ।
ଆଉ ଆଧାର ଉପରର
ଆଧାର ହୋଇ ରହିଥାଏ ମାଟି ।
This poem has not been translated into any other language yet.
I would like to translate this poem