ଶୁଭ ସକାଳ, ନମସ୍କାର
ସମସ୍ତଙ୍କୁ.
ସର୍ବଶୁଭ ହେଉ
ସମସ୍ତଙ୍କର ।
ଆନନ୍ଦ ମିଳୁ
ସବୁଠି ସମସ୍ତଙ୍କୁ ।
ଆନନ୍ଦ ଥାଉ
ସବୁଠି ସବୁବେଳେ
ସମସ୍ତଙ୍କଠାରେ ।
ଜୀବନ - ଆନନ୍ଦମୟ,
ଆନନ୍ଦମୟ - ସମୟ ।
ଚେତନ ଅଚେତନ
ସର୍ବଜୀବ, ସ୍ଥାବରଜଙ୍ଗମ
ଶୁଭ, ଶୁଭ, ଶୁଭ ।
This poem has not been translated into any other language yet.
I would like to translate this poem
Thanks