ଜାଣେ ମୁଁ
ସବୁ ଜାଣେ ।
ଜାଣେ, କିଏ
କଣ ଆଉ
ଯାଉଛି କେମିତି
କୁଆଡେ, ଜାଣେ ।
ଜାଣେ ବୋଲି ତ
ଏତେ କଥା
ଏତେ ବାଟରେ
ଫୁଟୁଛି ଲିଆ ।
ବ୍ୟାପୁଛି କୋକୁଆ,
ସବୁଲୋକ ଅଚାବୁହା ।
ଜାଣେ ବୋଲି କରିଛି
ଅପେକ୍ଷା ଚୁପ୍ ଚାପ୍ ।
This poem has not been translated into any other language yet.
I would like to translate this poem