ଅସ୍ମିତାର ଅର୍ଥ ଖୋଜୁ ଖୋଜୁ
ମୁଁ ପହଂଚି ଯାଇଛିି ଦେଖ ଏ
ସୁନ୍ଦର ବଗିଚାରେ ।
ଏ ବଗିଚା - ମୋର ଦେହ
ଆଉ ଏ ଦେହକୁ ନେଇ
ଯେତେ ସବୁ ହିସାବ ଏଠି ।
ଏଠି ମୁଁ ଇ ଘୋଷଣା କରେଁ
ମୋର ଜିତାପଟ ଆଉ ଏଠି
ମତେ ମୁଁ ଦେଖେଁ ପୂର୍ଣରୂପରେ ।
This poem has not been translated into any other language yet.
I would like to translate this poem