ଅବଧାନେ
ଅବଧାନେ ସଦା
କହନ୍ତି ସତ
ଏମିତି ଲେଖା
ଥିବା ବିଷୟ
ଅଛି ଯଦି
କୁହ ଜଲଦି ।
ଆଉ ଅଛି
କଣ ମିଛ
ନ କହିଲେ
ସେ ସବୁ
କିଏ ଜାଣିବ
କେମିତି ହେଉଛି
କଣ ସବୁ ଏଠି ।
ସତ ଆଉ
ମିଛର ଫରକ
ଜାଣିଛି କିଏ ଯେ
ଦେବ କହି
ନିଜ ଫାଇଦା
ନ ଉଠାଇ ।
ଆଉ ଫାଇଦା
ଉଠାଇଲାବେଳେ
କାହାର ସମୟ
କେତେବେଳେ
ଦେଖିବ ଅନ୍ୟକୁ ।
This poem has not been translated into any other language yet.
I would like to translate this poem