ଯିଏ ଥିଲା ଖୁସି
ସିଏ ଥିଲା ଆଉ ଜଣେ ।
ଦୁଃଖି ପ୍ରକୃତରେ
କେହି ଅଛି ମୁଁ ନ ଜାଣେ ।
ଯାହାର ରାସ୍ତାରେ ଯିଏ,
କେହି କାହାକୁ ବ୍ୟସ୍ତ କି
ବିବ୍ରତ କରିବାବସ୍ଥାରେ
ନାହାନ୍ତି ଯଦି, ଆଶ୍ଵାସନାର
ବିଷୟ ୟେ ।
ଏତେ ଭିଡ, ମେଲା
ଆକାଶରେ ବି,
କୋଳାହଳରେ ବି
ଏତେ ନୀରବତା,
ଶୋଇଥାଉ ଚିତା ।
This poem has not been translated into any other language yet.
I would like to translate this poem