ଆକାଶରେ କାନ୍ଥ
କି କାମର?
ମଣିଷ ପଶୁ ପକ୍ଷୀ
ସବୁ ମୁକ୍ତ ।
ଗୋଟିଏ ସବୁ
ପବନ ଆଲୁଅ ।
ଭାଷା ବି ଗୋଟିଏ -
ପ୍ରେମ ।
ମାଟି ଆଧାରରେ
ଫୁଟୁଛି ଜୀବନ ଫୁଲ ।
ସତ୍ୟ ପ୍ରକୃତି
ଯୁକ୍ତରେ ଶକ୍ତି ।
ଧାଡି ଆକାଶ ଆକାଶ ଲମ୍ଵିଛି
ଅମୃତ ବିତରୁଥିବା ଜୀବ-ମହୁମାଛି ।
This poem has not been translated into any other language yet.
I would like to translate this poem