ମା ପାଖରେ ଆମେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମା ପାଖରେ ଆମେ

Rating: 5.0

ମା ପାଖରେ ଆମେ
ସତ କହିଛ ଗୌରାଙ୍ଗ ତୁମେ ।
ମା ଠୁ ବଡ ଅଛି କି କିଏ
ମା ଛାଡିଛି କି କାହାକୁ କେବେ ।
ମା ମାଟି ଆଉ ମାତୃଭାଷା
ଛାଡିବି ଭାବିଲେ ଲୋକହସା ।
ନରକ ନାହିଁ ସରଗ ଏକା
ଉପରକୁ ଯିବା ଭାଗ୍ୟ ଲେଖା ।
ସବୁ ଅଛି ଏଠି ନାହିଁ ଅଭାବ
ସୁଖ ଶାନ୍ତିର କରିବା ଠାବ ।
ମରଣ ନାହିଁ ଅଛି ଜୀବନ
ମା ଠି ଦେଖ ସବୁ ସୃଜନ ।
ଚନ୍ଦନ ସୁମନ ମା ର କାମେ
ବ୍ୟସ୍ତ ସଦା ମଙ୍ଗଳମୟ ବିଶ୍ଵଧାମେ.

Friday, February 17, 2017
Topic(s) of this poem: mother
POET'S NOTES ABOUT THE POEM
The poem is in Odia language, Script is Brahmi. Odia is the official language of Odisha, India. It is about mother, mother tongue and mother land.
COMMENTS OF THE POEM
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success