ମନ କହୁଛି ଯାହା
କଲେ ମରିବି ଜାଣୁଛି ।
ଜାଣୁଛି ଯାହା ଅସତ୍ୟ
କେମିତି କରିବି କୁହ ।
କୁହ ଯାଉଛି କୋଉଠିକି
ଆଉ ରହୁଛି କୋଉଠି ।
ତୁମ କଥାରେ ରହିଛି
ସ୍ଥିର ମୋ ମନ ।
This poem has not been translated into any other language yet.
I would like to translate this poem