1.
ଯେତେ କର ଗେଲଲାଡ
ବଦଳିବ ନି ସର୍ପ ।
ଯିବ ନି ଗୋଡଚଟା ବିଷ ଲେପା
ପ୍ରକୃତି କୁକୁରର ।
ହୁକେ ହୋ କରୁଥିବ ବିଲୁଆ
ପହରକୁ ପହର ।
2.
ରାଜା ଗୋଜା ପେଟେ ପିଇଦେଇ ସୁରା
ପଚାରୁଥିବେ କ୍ୟା ହାଲ୍ ହେ
ଆଉ ପ୍ରତ୍ୟହ ମିଳୁଥିବ ଉତ୍ତର
ସବ୍ ଠିକ୍ ହେ ।
ଆପ୍ କା ଗୁନ୍ ଗାନେ କେ ଲିଏ
ଲୋଗ୍ ଜାତେ ହେଁ ।
This poem has not been translated into any other language yet.
I would like to translate this poem
Let us see our own well being and know the evils.