କାଢନ୍ତି ନି ଗୋଡ
ବିନା ସ୍ୱାର୍ଥରେ
ମୋ ମିତ୍ର।
ମୁଁ ବି
କୋଉ କମ କି!
ମିତ୍ରଙ୍କୁ
ଜଣା ନାଇଁ
ସେମିତି ନୁହଁ।
ମିତ୍ର ପାଇଁ
ଯେତେ ଜରୁରୀ ମୁଁ
ମୋ ପାଇଁ ସେତିକି
ଜରୁରୀ ମୋ ମିତ୍ର।
ଆଉ ଆମର ଏ ମିତ୍ରତା
ସାରା ଦୁନିଆକୁ
ଦେବ ଇ ଦେବ
ନୂଆ ଦିଶା।
This poem has not been translated into any other language yet.
I would like to translate this poem
Friendships with self-interest