ତୁହା ତୁହା ସ୍ମୃତି Poem by Debendra Majhi

ତୁହା ତୁହା ସ୍ମୃତି

କଳା ମେଘଘୋର ଅନ୍ଧାର,
ଚପଳାରରୂପ ସମ୍ଭାର,
ଘନ ଘନବହେ ପବନ,
ଉଚ୍ଚାଟ କରାଏ ସେ ମନ,
ଘଡ ଘଡିଗର୍ଜେ ଆକାଶେ,
ମତୁଆଲାବୃକ୍ଷଵତାସେ,
ତୁହା ତୁହାସ୍ମୃତି ବରଷେ,
ପ୍ରିୟାଙ୍କରପ୍ରୀତି ହରଷେ

Sunday, April 26, 2020
Topic(s) of this poem: romanticism
COMMENTS OF THE POEM
READ THIS POEM IN OTHER LANGUAGES
Debendra Majhi

Debendra Majhi

Odisha, India
Close
Error Success