ପଥରମାନେ, ହଁ ଖାଲି ପଥରମାନେ
ଚାଲବୁଲ କରୁଥିଲେ ରାତିଦିନ ସବୁବେଳେ
ଆଉ ଆମେ ଦେଖୁଥିଲୁଁ ଖାଲି ଆଖିରେ।
ପଥରମାନଙ୍କ ସହିତ ଏତେ ମିଳାମିଶା
ହେଉ ନ ଥିଲା ସହଜ ଏତେ।
ପଥରମାନେ ଆକାଶରେ ଉଡୁଥିଲେ ଆଉ କିଛି
ପାଣିରେ ଏମିତି ବୁଡି ଉଠି ପହଁରୁଥିଲେ।
ପଥରକୁ ପଥର ସହିତ ଛେଚି ଆମେ
ବେଳେବେଳେ ବାହାର କରୁଥିଲୁ ନିଆଁ ।
ଆମର ଧ୍ୟାନ ଥିଲା ପଥର ଚାଷ ଉପରେ,
ପାଣିରେ ବତୁରାଇ, ଖରାରେ ଶୁଖାଇ
This poem has not been translated into any other language yet.
I would like to translate this poem