ପର ରମଣୀ ମାତୃ ପ୍ରାୟେ,
ନିଜ କାମିନୀ ନିଜ କାୟେ-
ଅତିବଡି ଜଗନ୍ନାଥ ଦାସ।
ଦୟାରଖ ଭିତରେ ହେ ପ୍ରିୟ
ଆଉ ରହ ଆନନ୍ଦରେ
ସୁହୃଦ ସହିତ
ଆଉ ରହ ବିମୁକ୍ତରେ
ଏଠାରେ।
ନା ମୁଁ ମୂଢ
ନା ମୁଁ ନିର୍ମଳ,
ପାଉଛି ଏଠି ମୁଁ
ମୋ କର୍ମର ଫଳ।
ଜାଣେ,
ଏ ସକାଳ
ମତେ ଇ କରୁଛି ଚିହ୍ନଟ
ଆଉ କହୁଛି ଉଠି ଯିବାକୁ
ଉପରୁ ଉପର।
ମୁଁ କିନ୍ତୁ ସମଦୂର।
This poem has not been translated into any other language yet.
I would like to translate this poem
Srimad bhagabata - Jagannath Das Astadasa adhyaya, chaturtha skandha. Vol IV Chapter 18