ତୁଇ ତ ବୁଡି ମରବୁ, ମରବୁ,
ମତେ ବି ଘିଚି ନେବୁ।
ହାତ୍ ଛାଡ୍, ଛାଡ୍ ମୋର ହାତ୍।
ଇଜତ ମହତ୍ ଗଲା ନ ସବୁ,
ତୋର୍ ସଁଗେ ଥେଇକରି
ରୀତିରିବାଜ୍ ମିଶିଗଲା ନ ମାଟିଥି।
ଆରୁ ମିଶି ରହେବାର ଭି
ନେଇଁ ନ କିଛୁ। ଛାଡ୍ ମୋର୍ ହାତ୍,
ଯିବାର ଅଛେ ମକେ
ଗୁରଦୁ ଧୁର୍ ।
ଛାଡ୍ ଛାଡ୍, ହାଲ୍ ହିସାବ
ଗଲାନ ବଦଲି ଏତେବେଲକେ।
ଲଟକାଚିଟକାଥି ନେଇଁ ମିଲେ
ଥୁପେ ଅମରୁତ୍।
This poem has not been translated into any other language yet.
I would like to translate this poem