ହୋଇ ନ ଏ ଯାଏ ଯଦି,
ହୋଇଯାଅ ତୁରନ୍ତ କବିତାଟିଏ।
ଦେଖିବ, କଣ ହେବ ତାପରେ।
ନ ହୁଅ ସଂପୂର୍ଣ୍ଣ
କିଛି କଥା ନାହିଁ।
ବୁଝା ନ ପଡ କିଛି
କିଛି କଥା ନାହିଁ।
କିଏ କାହାକୁ କଣ ପାଇଁ
ଖୋଜିବ ନ ପଡୁ ଜଣା,
ହେବାର ଅଛି ତ ହୁଅନ୍ତୁ
ଯେ ଯୋଠି ବାଟବଣା।
ଚହଲେଇ ଦେଉଛି ତ!
ଆଲୁଅଟିକେ ଝଲସୁଛି ତ!
ଆକାଶଟିକେ ହଲୁଛି ତ!
This poem has not been translated into any other language yet.
I would like to translate this poem