Aananda karu mate aalingana,
Kintu kana se aananda,
Mu jani nahin aejae, sapa sakhi.
Nisandheha, pratyeka snehasila,
Kintu kahidien semane swartha kendrika,
Tanka chariaadara pruthibi jananti nahin.
Samastnaku mitha kathare mate santosta karibaku dia,
Kintu sabdamane dhokabaj, jane.
In Odia lipi or Brahmi script;
.
ଆନନ୍ଦ କରୁ ଆଲିଙ୍ଗନ
କିନ୍ତୁ କଣ ଆନନ୍ଦ,
ଜାଣି ନି ଏ ଯାଏ, ସାକ୍ଷୀ ସାପ ।
ନିସନ୍ଦେହ, ସ୍ନେହଶୀଳ ପ୍ରତ୍ୟେକ,
କିନ୍ତୁ କହିଦିଏଁ ସ୍ଵାର୍ଥ କେନ୍ଦ୍ରିକ ସେମାନେ
ଜାଣନ୍ତି ନାହିଁ ଚାରିଆଡର ପୃଥିବୀ ।
କରିବାକୁ ଦିଅ ମତେ ସନ୍ତୁଷ୍ଟ ମିଠା କଥାରେ,
କିନ୍ତୁ ଶବ୍ଦମାନେ ଧୋକାବାଜ, ଜାଣେ ।
life and pleasure, this world