Aasantu aau maarantu semane mate
Jadi semane samartha.
Semane aasantu aau niantu jatna
Semanankar maa aau bhashara
Jadi semane samartha paribara aau gyani.
Kintu mu bhabe naa jaha tume bhaba,
Mo bhabana surya aau tarankthu upare,
Mo bhabanaa tuma pain nuhen, samayathu upare.
Kintu mu kie samaya upare bhabibaaku,
Samaya kahara nuhen, mu jane
Aau eha samastanku jana ethare sethare.
Jaga achhi ki jeunthi mu nahin?
Tume jeunthi nahan, aau nahin maa?
Semane aasantu aau dekhantu mo maaku, jie ethi.
In Odia lipi or Brahmi script;
ଆସନ୍ତୁ ଆଉ ମାରନ୍ତୁ
ଯଦି ସମର୍ଥ ସେମାନେ ।
ସେମାନେ ଆସନ୍ତୁ ଆଉ
ନିଅନ୍ତୁ ଯତ୍ନ ମା ଆଉ ଭାଷାର
ଯଦି ସେମାନେ ସମର୍ଥ
ଆଉ ପାରିବାର ଆଉ ଗ୍ୟାନୀ ।
କିନ୍ତୁ ମୁଁ ଭାବେ ନା ଯାହା ଭାବ ତୁମେ,
ମୋ ଭାବନା ସୂର୍ଯ୍ୟ ଆଉ ତାରାଙ୍କଠୁ ଉପରେ ।
ମୋ ଭାବନା ତୁମପାଇଁ ନୁହେଁ, ସମୟଠୁ ଉପରେ ।
କିନ୍ତୁ ମୁଁ କିଏ ସମୟ ଉପରେ ଭାବିବାକୁ?
ସମୟ କାହାର ନୁହେଁ, ମୁଁ ଜାଣେ।
ଆଉ ଏହା ସମସ୍ତଙ୍କୁ ଜଣା ଏଠାରେ ସେଠାରେ ।
ଜାଗା ଅଛି କି ଯେଉଁଠି ମୁଁ ନାହିଁ,
ଯେଉଁଠି ନାହଁ ତୁମେ
ଆଉ ନାହିଁ ମା?
ସେମାନେ ଆସନ୍ତୁ ଆଉ ଦେଖନ୍ତୁ
ମୋ ମା, ଯିଏ ଅଛି ।