ସିଧା କଥା କହିବି ଯଦି କହିବି
କୁନ୍ତୀ ସହିତ ମୋର କିଛି ବି ସଂପର୍କ ନାଇଁ।
ସଂପର୍କ ରଖିବାର କାରଣ ପାଉ ନି କିଛି।
କୁନ୍ତୀ ବିଷୟରେ ପଚାରିବା,
କୁହୁଡି ପହଁରିବା।
This poem has not been translated into any other language yet.
I would like to translate this poem
Let me say straightway I have no relation with Kunti. No relation I find to keep Relationships. To ask about Kunti Is to swim in frost.