ଏମିତି ଭାବରେ
ଅଗ୍ରାହ୍ୟ କରିବା
ପସନ୍ଦ ନାହିଁ ମତେ ।
ଆଉ ଥରେ କର
ତନ୍ନ ତନ୍ନ କରି ପରୀକ୍ଷା,
ଆଉ ଥରେ ପୁଣି,
କିନ୍ତୁ କର ନାହିଁ ଅଲଗା
ଜଣକଠୁ ଆରେକକୁ
ସମସ୍ତେ ସ୍ଵଚ୍ଛ, ଜାଣେ ମୁଁ ।
This poem has not been translated into any other language yet.
I would like to translate this poem