କି କଥା ଅଭାବ ଭବେ
କିଅବା ଦୁଃସାଧ୍ୟ-ଅଚ୍ୟୁତା ନନ୍ଦ ଦାସ।
କଣ ପାଇଁ ଖେଦ ତେବେ
ଆମେ ସବୁକୁ ପାରିବା
ହାସଲ କରି ଏଠାରେ।
ଏକ ମନ ଏକ ଧ୍ୟାନ ହୋଇ
ବାହାରିପାରିଲେ ମିଳିବ ସବୁ।
ପୂର୍ଣ ସବୁ ଏଠି।
ପୂର୍ଣରୁ ପୂର୍ଣ ଆମେ।
English rendering;
What lacks and
What is impossible- Achyutananda Das
Why to feel sorrow,
We can achieve all here.
Just go out to get all
With one mind one ambition.
All fulfilled here,
We are fulfilled
From the fulfilled.
This poem has not been translated into any other language yet.
I would like to translate this poem