କହେମି ସମିଆର କଥା,
ସମିଆଜାନି କିଏ କାଣା
କରୁଛେ ହେ କଥା।
କହେମି ତୁମର କଥା,
ମୋର କଥା, ଆମର କଥା,
ଜେନସବୁକେ ନେଇକରି
ନାଟ ହାଟ ବାଟ ଠାଟ
ଜଉଛେ ଦୁଲକି, ହେଇ କଥା।
ହେଇ କଥା ଭିତରେ
ଏତକି ସେତକି ପାଁଚ ପଁଦର,
ଗାଡି ଲମୁଛେ ଭୁବନେଶର ।
କହେମି ହଉଛେ କାଣା କାଣା,
ହେନ, ଆରୁ ଅଛନ୍ କେନମାନେ
କାଁଥିରକାଜେ କହେମି ସବୁ
ସଭକର ଆଘେ।
This poem has not been translated into any other language yet.
I would like to translate this poem
transparent life, good life, living with nature