ସବୁବେଳେ ମାଗିବା,
ମାରିନେବା ଶୁଭଙ୍କର ନୁହଁ ରାଜନ୍।
ନିଜ ପରିଶ୍ରମରେ ସମୃଦ୍ଧ ନ ହେଲାଯାଏ
ରାଜ୍ୟର ମଙ୍ଗଳ ସମ୍ଭବ ନୁହେଁ।
ସତର୍କ ଆଗକୁ!
ମାଗଣା ତିଅଣ ହିନସ୍ତା।
This poem has not been translated into any other language yet.
I would like to translate this poem