1
କେଡେଟେ ଆଁ!
ବୁଆ ଗୋ, ଜାଗା ଦେଖି
ହେବା ଭେଟଘାଟ ଆଉ
ହେବା ମଣିଷରେ ଗଣା।
2.
ବିଁ ବାଁ ବିଁ ବାଁ
କେନ୍ତା ଚଲଉଚରେ ଗାଡି,
ଇ ପାଗଲ ମାନକର ଭିତରେ
ମଲେ ବି ନେଇଁ ମିଲେ
ସୁରାକ୍ ନାଁ ଗାଁ।
3.
ଇଟା ତ ଇନର ଜୀବନ ନନା,
ଭାବୁଛ ମାମୁଘର ମନା,
ମାମୁଘରର ଗୁଠେ ଗାଈର
କାହାର ନାଁ କାଣା,
ସଭେକେ ସଭେ ସତେ
ବଁଶବୁଡା ସୈତାନ୍।
4.
ଉଡବ କେନ୍ତା
ଲଗାବ କାହାର ଡେନା
ହେଟା ଜେନ କହେବ
ଉଫଲିବା ସଫା ଗାରିମା
This poem has not been translated into any other language yet.
I would like to translate this poem