ପାରୁ ନି କହି ବନ୍ଦ କର
ଘଣ୍ଟ ଶଙ୍ଖ ମୃଦଙ୍ଗ।
ଜାଣେ କୌଣସି ଆଡୁ
କୌଣସି ପ୍ରକାରେ କିଛି
ନ ପାରିଲା ଲୋକର କାମ ଇଏ।
ଆଉ ବି ଜାଣେ
କେତେ ପାରିବାର ତମେ।
ହେଉ, ଥାଉ
This poem has not been translated into any other language yet.
I would like to translate this poem