କଣ ଦେଲା କିଏ?
ଦେଲା କେତେବେଳେ?
ଆଉ ହେଲା କଣ?
କେହି କଣ କିଛି କହିଲା?
କି କଲା କଣ କିଛି?
ଦିଶିଲା ଖାଲି ମାଛି
ଆଉ ମାଛି କିନ୍ଦରୁ ଥିଲା
ନିଜ ଚାରିପଟେ ।
This poem has not been translated into any other language yet.
I would like to translate this poem