ଆଉ ସମସ୍ତେ And The Rest Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଉ ସମସ୍ତେ And The Rest

ନିଧନ
ଗଜାନନ ମିଶ୍ର

ନିଧନ ହୋଇଯାଇଛି ମୋର
ଆଜି ଏ ଗୋଧୂଳି ଲଗ୍ନର
ଅମୃତ ମୁହୂର୍ତ୍ତରେ।
କିଏ କିଏ କୋଉଠି କୋଉଠି
ଶୋକସଭା ଆୟୋଜନରେ ବ୍ୟସ୍ତ
କେହି ବି ନୁହଁ ସିରିୟସ ଯଦିଓ।
କେହି କେହି ହାଟବାଟରେ
ଆଲୋଚନାରେ ବ୍ୟସ୍ତ
ମୋର ସବୁ କାରନାମା ଉପରେ।
ପାଟିରେ ତୁଣ୍ଡିଦେଇ
ଯା ଆସ କରୁଛନ୍ତି ଥୋକେ
କରୋନା କାରଣ ଅବଶ୍ୟ ବାହ୍ୟଦୃଷ୍ଟିରେ।
ଆଉ ଥୋକେ କହି ନ ପାରି କିଛି
କି ସହି ନ ପାରି ଘଡିଏ
କଣ ନାଇଁ କଣ କରିଦେବାକୁ ବ୍ୟଗ୍ର।
ନିଧନ ହୋଇଯାଇଛି ମୋର
ତୟାର ନୁହନ୍ତି ମାନିବାକୁ
ଏ ଯାଏ ଆଉ ସମସ୍ତେ ।

ତପୋବନ, ଟିଟିଲାଗଡ,ବଲାଙ୍ଗୀର
06/11/2020

POET'S NOTES ABOUT THE POEM
Language - odia
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success