ଯାହା ହେବ, ହେବ ଏଇଠି,
ଏଇ ରାତିରେ।
ରାତି ହିଁ ହିସାବନିକାଶ କରିଦେବ
ସବୁ ପକ୍କା।
ଆରେ ହେ,
ଏଇଠି ଇ ସବୁ ରହସ୍ୟପେଡି,
ସବୁ ଜିତାନି ଜୀବନର ଗୁଡି।
ଆଉ ଯାହା।
This poem has not been translated into any other language yet.
I would like to translate this poem
Great write, true to words