1
ଭୁବନେଶ୍ଵର,
ପାରିବି ନି କରି ବ୍ୟାଖ୍ୟା
ସରଳ ଭାବରେ ।
ନାହିଁ ସେମିତି ମୁଁ ପଢିଥିବା
ଅବରୋହ ତର୍କରେ ।
ଜାଲିଆତି ଜାଣେ ନା,
ଆଉ ମୁଁ ଅଚେତ
ନ ଦେଖି ଖଣ୍ଡାମାଛ ସମୁଦ୍ରରେ ।
ପାରୁ ନି ଭାବି
ହେବ କିଏ କେବେ କଣ ।
ପ୍ରତି ଘରେ ପ୍ରତି ମଣିଷ ଭିତରେ
ଦୁଲୁକାଇବ କେମିତି ଆନ୍ଦୋଳନ ।
ଭୁବନେଶ୍ଵର,
ତୁ ଇ ମୋର ଲାକ୍ଷଣିକ ସହସମ୍ବେଦନ ।
2.
ମିଠା ମନା,
ଧ୍ଵନି ଶୁଣା ।
ଝୁଲିବା ଲିଖନ,
ଆରମ୍ଭ ସନ୍ତରଣ ।
This poem has not been translated into any other language yet.
I would like to translate this poem
Bhubaneswar is the capital of Odisha.