ତାରାର ଆଲୁଅ ଆଣି Bringng The Light Of The Star Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ତାରାର ଆଲୁଅ ଆଣି Bringng The Light Of The Star

Rating: 5.0

ଅଛି କଣ ଭିତରେ
କହିବାକୁ ନାହାନ୍ତି କେହି
ଜଣେ ବି କେଉଁଠାରେ ।

ଅଛନ୍ତି, ଖାଲି ଠକି ଭଣ୍ଡି
ସମୟ ଉଜାଡି ଦେଇ
ଯିଏ ଯାହାକୁ ପାରିଲା
ଯେମିତି, ରକତ ମାଉଁସ
ଶୋଷିନେବା ଚକ୍କରରେ ।

କିଏ ଅଛି କେଉଁ ମାର୍ଗେ
ଜାଣିବି ବୋଇଲେ ନାହିଁ
ସୂତ୍ର କିଛି କି ନାହିଁ ଜୀବନ
ଛବି ସଠିକ୍, ପୁଂଜି କରି
ଯାହାକୁ ତାରାର ଆଲୁଅ ଆଣି
ରଖି ଦେଇହେବ ଏଇ ମାଟିରେ ।

Tuesday, August 29, 2017
Topic(s) of this poem: light
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success