Catch that white mynah,
That is there since long
For you.
Catch that black clouds
Who are busy in preparations
For a war.
See the earth and spread
Your wings to measure the sky.
Climb up the mountain,
And see what is going on
Under it.
Someone is there for you,
Remember and stay silent.
-
Rendering into Odia language;
ସେଇ ଧଳା ମଇନାକୁ ଧର,
ତୁମ ପାଇଁ ଅଛି ସେଠି ସେଇଟା
ବହୁତ ବେଳୁ ।
ସେଇ କଳା ମେଘ ସବୁକୁ ଧର,
ଯେଉଁମାନେ ବ୍ୟସ୍ତ ଯୁଦ୍ଧ ପ୍ରସ୍ତୁତିରେ ।
ମାଟିକୁ ଦେଖ ଆଉ ଆକାଶ ମାପିବାକୁ
ତୁମର ଡେଣା ପ୍ରସାରିତ କର ।
ପାହାଡ ଉପରକୁ ଚଢ,
ଆଉ ଦେଖ କଣ କଣ ସବୁ ଚାଲିଛି
ପାହାଡ ତଳେ ।
ପୁଣି ଯେ ତୁମର ବୋଲି ଅଛି କେହି
ମନେ ପକାଅ ଆଉ ଥାଅ ନୀରବ ।
This poem has not been translated into any other language yet.
I would like to translate this poem