ମାଛ ଧରାcatching Fish Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମାଛ ଧରାcatching Fish

Rating: 5.0

ମାଛ ଧରା
ଗଜାନନ ମିଶ୍ର

କଣ ହୋଇପାରେ ଖୋରାକ,
ପାଣି ପବନ ଆଲୁଅ ଆକାଶ
ମାଟି, ଆଳାପ ବାର୍ତାଳାପ!

ଦିଆନିଆ ଗଲାଣି
ଆଉ ନାଇଁ ପୂର୍ବର ଭିଡ,
ଦେଖା ସାକ୍ଷାତ ଚାଲିଛି,

ଦି ଚାରିଘଡି,
ସେତିକିରେ କେତେ ଫନ୍ଦି!

କଳ ବଳ କୌଶଳ ଖଟେଇ
ରହିବାକୁ ହମ ହମ
ହାତରୁ ଖସି ଯାଉଛି ସବୁ,
ଆଉ ଆମେ ଅକ୍ଷମ,
କିଏ କର୍ତ୍ତୃପକ୍ଷ ନାଇଁ ଜଣା,
ବୁଥାରେ ଭାଇ ମାଛ ଧରା।

ଅଛି କି ନୂଆ କିଛି
କାର୍ଯ୍ୟକ୍ରମର ସୂଚନା,
କୁହ ଉସତ ହେବାର କାରଣ,
କୁହ ଆପ୍ରାଣ ଚେଷ୍ଟାରେ ବି
ଯାଇ ନି ତୁମଠୁ ଦୁଃଖ।

ଏ ବାଦିପାଲା କାହାର?
ଦୁର୍ଦ୍ଦଶା ଆଉ ଆନନ୍ଦ
ଜିତ୍ ଆଉ ଯିବା ଗାଧୋଇ,
ମୁରୁକି ହସି ଠିଆ ହୁଅ,
ଡାକୁଛି କଦମ୍ୱ ଗଛ।

ରାଉରକେଲାରୁ ନିୟମିତ ପ୍ରକାଶିତ ନବପତ୍ର ନଭେମ୍ବର - ଡିସେମ୍ବର: 2011ରେ ପ୍ରକାଶିତ।

Saturday, August 4, 2018
Topic(s) of this poem: life
POET'S NOTES ABOUT THE POEM
written in odis language, Odia is the official language of Odisha India. It is all about life and joy. This poem is published Nov-Dec 2011 in Nabapatra, a quarterly hournal of Rourkela, Odisha India
COMMENTS OF THE POEM
Dr Dillip K Swain 04 August 2018

ମୁରୁକି ହସି ଠିଆ ହୁଅ, ଡାକୁଛି କଦମ୍ୱ ଗଛ।.........I appreciate the imagery! A beautiful poem! (10)

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success