ଜେନବାଟେ ଜାଏସି
ଜେନ କପଟାଲତାଥି ଥିସି
ହେଟାସବୁ ଖୁଜେଇ ହେସି ।
ଆରୁ ଆଗକେ କହେମି ଭାଏଲ?
ନେଇଁ କହ ତ
ତୁଇ ତ ବଡା ସତି ସାବିତିରି!
କେଁ କେଁଟା ଗୁରଦୁ ଆରୁ
କହେମି ଭାବିଥିଲିଁ,
ସବୁ ଭାବବାରଟା ଯେ
କହିହେସି କରିହେସି
ନେଇଁ ସେ ହେନ୍ତା ।
ଭୁରସାକିର୍ହା ଭାଗବା
ତାରବାଟେ ସେ,
ଜଗି ଥ ଘରକେ ।
This poem has not been translated into any other language yet.
I would like to translate this poem
Brilliant poem.brilliant language.