ଚଲତି କା ନାମ Chalti Kaa Naam Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଚଲତି କା ନାମ Chalti Kaa Naam

Rating: 5.0

ଚଲତି କା ନାମ
ଗଜାନନ ମିଶ୍ର

ଯାହାକେ ଯେତକି
ଭରସା ବିସାସ
କରବାର କଥା
ହେତାରଠାନୁ ଜାଦା
କଲେ ପଡବାର ଚାନ୍ସ
ଅଛେ ଖାଲେ।
ଘଟାଲେ ଭି
ଭଲ ନେଇଁସେ।

ବିସାସରେ ଜୀବନ,
ବିସାସରେ ବିଷ୍
ଦେସି ଜେନ
ହେତାର ଭଲଗତି
ନେଇଁ ନ।

ଭରସା କିଏ କରସି
କାହାକେ କେତେବେଲେ
ହେତାର୍ କେଁ ଅଛେ
ଠିକ୍ ଠିକନା।

ଚାଲୁ ଆଗକେ ବଲବାର କଥା,
ଚଲତି କା ନାମ୍ ଗାଡି,
ଜେତେବେଲେ ଜେନଟା
କୁରେ ପତର ଚଟା,
ଲେଙ୍ଗଟି ଫଟା,
ହେ ସଲା ଆକାଶ ମାତରକ
ହେନ ଅଛେ ହେନ୍ତା ହେଟା।

ଖାଲଢିପ ନାଇଁ ଦେଖିକରି
ଆଗକୁ ଯିବୁ ଯଦି
କେତେବେଳେ ହେବ କଣ
ଅଛି କିଏ ଜାଣବା ଲୋକ!

Tuesday, September 4, 2018
Topic(s) of this poem: life
COMMENTS OF THE POEM
Gajanan Mishra 04 September 2018

we should in limit always everywhere, self control

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success