ଆତଙ୍କବାଦୀ ଷଡଯନ୍ତ୍ର Conspiracy Of Terrorists Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆତଙ୍କବାଦୀ ଷଡଯନ୍ତ୍ର Conspiracy Of Terrorists

Rating: 5.0

ଆତଙ୍କବାଦୀ ଷଡଯନ୍ତ୍ର ।
ଉତ୍କଳ ଏକ୍ସପ୍ରେସ ଲାଇନଚ୍ୟୁତ,
ପଚାଶ ମୃତ ଶହେ ଆହତ ।
ଆତଙ୍କବାଦୀ ଷଡଯନ୍ତ୍ର ।
ବିଷାକ୍ତ ମଦପିଇ ମରିଗଲେ ଗାଁ ଲୋକ,
ସ୍ତ୍ରୀମାନେ ରଶିରେ ଝୁଲେଇଦେଲେ ବେକ ।
ଘୂର୍ଣିବଳୟ, ଲଘୁଚାପ ଆସିଲାମାଡି,
ଭୋକିଲା ମୁଁ ଭୋକିଲା ମୁଁ ରଡିଲା ସମୁଦ୍ର ।
ଆତଙ୍କବାଦୀ ଷଡଯନ୍ତ୍ର ।
ବଂଚିଲେ ଆଧାର ମଲେ ଆଧାର,
ହାତୀଙ୍କର ଘରଭଙ୍ଗା ପ୍ରବଳ ।
ଆତଙ୍କବାଦୀ ଷଡଯନ୍ତ୍ର ।
ରାମ ଡାକ ରହିମ ବୋଲ
ଚାକରୀ ରାଜନୀତି ବେପାର ବଣିଜ
ଯାହା କରୁଛ କର, ଆତଙ୍କବାଦୀ ଷଡଯନ୍ତ୍ର ।

Sunday, August 20, 2017
Topic(s) of this poem: terror,terrorism
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success