ତାରା ଗଣି ଗଣି Counting Stars Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ତାରା ଗଣି ଗଣି Counting Stars

Rating: 5.0

ଗଣି ଗଣି ଯା
ଗଜାନନ ମିଶ୍ର

ଆରେ ଯା, ଯାଃ
ତାରା ଗଣି ଗଣି ଯା
ଦିନର ତାରା ବଡ ପାରିବା
ଦେଖି ଦେଖି ଯା।

ଗଲାବେଳେ କହ ନା
ଯାଉଛି, ଯାଉଛି ରେ ଯାଉଛି,
ଯିବା ଆଉ ଆସିବା
ପ୍ରଭେଦ କିଏ ଜାଣିଛି!

ଜାଣିଲା ଲୋକ ନାଇଁରେ
ନାଇଁ ନାଇଁ ରାତି ନାଇଁ
ନାଇଁ ନାଇଁ ରାତିର ତେଜ ନାଇଁ।
ତେଜକୁ ଦେଖି ହେଜରେ
ପେଟ ପୂରାଇ ରସୁଣ ଲୁଣ
ଆଉ ପେଜରେ।

କହନା ରେ କହନା,
କହିଲେ ପେଟ ପିଠି ଦେଖା ନା,
ଦେଖା ନା ରେ କେଡେ ଆଁ!
ଆଁର ଭିତରକୁ ମନା।

26/08/2020 ଭୁବନେଶ୍ବର

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success