ମାରବା ସିଂ ଛୁଆ Cub(Son Of Lion)would Kill Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମାରବା ସିଂ ଛୁଆ Cub(Son Of Lion)would Kill

Rating: 5.0

1

ପୁହେ, ରହ ରହ,
କେନକେ ଜେଇକରି ଲୁକବ!
କେନ୍ତା ସୁତରେଇକରି
କେତେକଥା କହେବ!
ଉଠୁଛେ ସିଂ ଛୁଆ,
ମାରବା ପଟ ପଟ।

ନେଇଁ ନ
ତମରଠାନେ
ମୁନୁଷପନିଆ ଆରୁ,
ଇ ପୁରଥି ଥି
ରହେବାର ଅଧିକାର
ଗୁଏଁଇ ଦେଲ ନ କେଭୁ।

ଜିବାରକାଜେ ଉପରକେ
ରେଡି ହେଇ ଥ ରେ ପୁହେ!

2

ଆସବ ଘର ଭିତରକେ
ମାରିବସବ ଧୁମଧଡାସ
ଆରୁ ଲୁକବ
କହି କହି ନଅ ଦୁଇ ଏଗାର!
ନେଇଁ ହେଇପାରେ ହେନ୍ତା ଆରୁ?
ଲୁକବାରକାଜେ ନେଇଁ ପ ଠାନବସା
ଦେଖବ ରହ, ଉଠୁଛେ ସିଂ ଛୁଆ।

ଧୁଇଲ ଚଟାମୁ ରହ,
ଦେମୁ ଲିଭେଇ ତୁମର
ଡିବରି ଲାଲଟିନ ଆରୁ
ଦେମୁ ମେଟେଇ
ତୁମର ହିଁସା ଅହଁକାର।
ଦେଖବ ରହ, ଖୁଲୁନଖୁଲା
ମରବ ସଭେ, ଉଠୁଛେ ସିଂ ଛୁଆ।

ଆରୁ ନେଇଁ ସୁଧର, ଜନା ଆମକୁ,
ତମର ଶେଷ ଦିନ ଗନିବସ,
କାଉଣ୍ଟଡାଉନ ସୁରୁ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success