ଆଦର୍ଶ, କହିଲେ କଣ?
ବୁଝିଲେ କିଏ ଆଉ କଣ?
ଆଦର୍ଶ, କଲେ ଯୋଉ ବ୍ୟବସ୍ଥା।
ଠିକ୍ ଠିକଣା ନାହିଁ ଅବସ୍ଥା।
ଆଦର୍ଶ, ଦେଲେ ବିଦ୍ୟା,
ଗଲା ହଜି ବଂଶ ପରଂପରା ସାଧୁତା।
ଆଦର୍ଶ, ନ ଛାଡ ନିଜର ସ୍ୱଭାବ,
ହେଉ ପଛେ ହେଲେ ଜାତିଟା ନଷ୍ଟ।
ଆଦର୍ଶ, ପିତାପୁତ୍ର ସମ୍ୱାଦ,
ମାଟି ମାକୁ ପ୍ରମାଦ।
This poem has not been translated into any other language yet.
I would like to translate this poem