ହୁଁଡାର କୁଲିହା ତ ଅଛନ୍
ହେଲେ ଆଜ୍ଞା
ହେମାନକରନୁ ଆରୁ
ବିପଦିଆ ଗୋଡଚଟା କୁକୁର,
ହେ ଶଲେକରଠାନୁ
ବଁଚବାରଟା ଆରୁ ଆରୁ
ବଁଚାବାରଟା କାଠିକର।
କେନ୍ତେହି ଜାନବେ
ଭିତରୁ ଭିତର ହେ ଶଲେ
କାଣା କେତେବେଲେ କରବେ।
ଆରୁ ବିପଦିଆ ହଉଛନ୍
ପଏରଛା ସତି, ଜେନମାନକେ
ବଲସନ୍, ବଲୁଛନ୍।
ବଲୁଥିବେ ଅଛୁଁ ତମର ହେଇକରି
ଆରୁ ଅଉଥିବେ ଘୁରିଫେରି,
କହେବ ପଦେଅଧେ ବଏଲେ
ଦେବେ ଶୁଏଇ, ମଲ ନ ବୁଆ
ସବୁ ଗଲା ନ ସରି।
କହେବେ, ତମେ ତ ଦେଲ ଶୁଏଇ,
ହଲାଝୁଲା କିଛୁ ନେଇଁ,
ବାଆ କେ ବତା କେନ
ରହେଲା ପତା ନେଇଁ,
ମୁଇଁ କାଣା ପାରମି କରି।
This poem has not been translated into any other language yet.
I would like to translate this poem