ମାରାତ୍ମକ ସରକାର Dangerous Government Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମାରାତ୍ମକ ସରକାର Dangerous Government

Rating: 5.0

ବେକାର କଥା
ଗଜାନନ ମିଶ୍ର

1
ବନ୍ଦ କରି ଥା
ସବୁ ଔପଚାରିକତା ।
ସବୁ ବେକାର କଥା।

କେତେଟା ରୂପ କାହାର
ପରଖୁ ଥା।
ଭୁଲକୁ ଠିକ୍ କହୁ ଥା।

ପୂର୍ବାପର ସଂପର୍କ ଯୋଡୁ ଥା
ଯେମିତି ଅଛୁ ଯୋଉଠି
ସେମିତି ସେଇଠି ଥା।

ସବୁଠୁ ବେଶୀ
ମାରାତ୍ମକ ସରକାର।

2

ବନ୍ୟାକୁ
କରୋନାକୁ
ମୋର କହୁ ଥା।
ବଂଚି ଥା।

ପାଣିରେ ଥା
ଭୂତାଣୁରେ ଥା।
ଶୋଷୁ ଥା
ମାରୁ ଥା।
ଆକାଶକୁ ଛତା
କରି ଥା।

କେତେ ଠାଣିମାଣି
ପରଖୁ ଥା।
ବେକାର ସରକାର!
ବେକାର କଥା।

Saturday, August 29, 2020
Topic(s) of this poem: star
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success