ଆକାଶ ଆକାଶ ଆକାଶ
କୁହୁଡି ଭର୍ତ୍ତି ଆକାଶ,
ଭିତର ବାହାର କ୍ଷର ଅକ୍ଷର
ଅଗୋଚର।
କୁଆଡୁ କାହାର ପ୍ରବେଶ
କେମିତି କାହାର ପ୍ରସ୍ଥାନ,
ଦେଇ ଥା ଧ୍ୟାନ
ମନ ରାତିଦିନ।
This poem has not been translated into any other language yet.
I would like to translate this poem
All mystery, mysterious life, mysterious day and night.