ନମସ୍କାର ପ୍ରିୟ କବି।
ସେମିତି ବି ମୋର କବି ହେବାର ନ ଥିଲା,
ଏ ଶବ୍ଦସବୁ ଏମିତି ଖଜବଜ ହେଲେ,
ସବୁକୁ ସଜେଇ ରଖିଲାବେଳକୁ
ସେମାନେ କହିଲେ ଆରେ
ଇୟେ ଗୋଟେ କମାଲକା କବିରେ!
ମୋର ହେବାର ନ ଥିଲା କିଛି ବି,
କହି କହି ଗଲି ଆଉ ରାସ୍ତା
ସରିଗଲା କୋଉଠି
ପଡିଲା ନି ଜଣା ଆଦୌ।
ସେମାନେ କହିଲେ,
ଏଇଟା କବିତା ବେ!
ଆଦୌ ଜଣା ନ ଥିଲା ମତେ
ଏମିତି ହୋଇଯାଏ କବିତା
ଅଚାନକ ଏଠାରେ
ଶୂନ୍ଯରେ।
This poem has not been translated into any other language yet.
I would like to translate this poem
Namaskar kabiji, heart touching words