Deha prakrutare
Pratyeka jibara
Ati priya.
Ae dehaku maa
Bhashara snehaputare
Karichhi srusti.
Maanku pauchha bhala jadi
Prakrutare bhasha pain
Utsarga kara Nija sukhabhoga chhadi
Ae deha sampurna.
Matira santan pain
Aeta prakruta kartabya.
Mrutyu puurbaru maa runa
Kara parishodha.
In odialipi opr Brahmi script;
ଦେହ ପ୍ରକୃତରେ
ପ୍ରତ୍ୟେକ ଜୀବର
ଅତି ପ୍ରିୟ ।
ଏ ଦେହକୁ ମା
ଭାଷାର ସ୍ନେହପୁଟରେ
କରିଛି ସୃଷ୍ଟି ।
ମାଙ୍କୁ ପାଉଛ ଭଲ
ଯଦି ପ୍ରକୃତରେ
ଭାଷାପାଇଁ ଉତ୍ସର୍ଗ କର
ନିଜ ସୁଖ ଭୋଗ ଛାଡି
ଏ ଦେହ ସଂପୂର୍ଣ ।
ମାଟିର ସନ୍ତାନ ପାଇଁ
ଏଇଟା ପ୍ରକୃତ କର୍ତବ୍ୟ ।
ମୃତ୍ୟୁ ପୂର୍ବରୁ ମା ଋଣ
କର ପରିଶୋଧ ।