ଦିଲ୍ଲୀ
ଗଜାନନ ମିଶ୍ର
ଦିଲ୍ ଦିଅ
ଦର୍ଦ ନୁହଁ।
ପରିସ୍ଥିତି ପରଖ,
ରକ୍ତର ହୋଲିରେ
ନାହିଁ ସୁଖ।
ସକାମ କି ନାକାମ
ସମୟ ନାଇଁ ପଚାରିବାର।
ଶାନ୍ତିର ଅଛି କାମ
ହିଂସାର ନୁହଁ।
ବୁଝିଯାଅ
ସମ୍ଭାଳି ରହ।
କ୍ଷତି ତ ହେବାର
ନାଇଁ କିଛି,
ବାକିରେ କଣ ଅଛି!
ତପୋବନ, ଟିଟିଲାଗଡ, ବଲାଙ୍ଗିର
26/02/2020
This poem has not been translated into any other language yet.
I would like to translate this poem