Tume sethi,
Dhalaa chhatibalaa kingfisher,
Mo kabibandhu ghare.
Karuchha kana sethi jaane naa priya,
Kintu sushil, mo kabi bandhu,
Dharile sethi tanka kamerare aau
Faceboiok madhyamare dekhaile sabhinku.
Kabinka udesya sapha aau sathik,
Kabi jaananti bhalakari aau
Bantanti aananda.
Aa prakrutira rahasya anyamaane janantu
Karanti chesta.
Tumaku karuchhi namaskar,
Priya kabi, sarbajanina premi hrudaya
Achhi tuma bhitare aai
Achhi saswata satya.
In Odia lipi;
ଧଳା ଛାତିବାଲା କିଙ୍ଗଫିସର
ତୁମେ ସେଠି ମୋ କବି ବନ୍ଧୁ ଘରେ ।
କରୁଛ କଣ ସେଠି ଜାଣେ ନା ପ୍ରିୟ ।
କିନ୍ତୁ, ଶୁଶିଳ, ମୋ କବି ବନ୍ଧୁ
ଧରିଲେ ସେଠି,
ତାଙ୍କ କାମେରାରେ ଆଉ
ଫେସବୁକ ମାଧ୍ୟମରେ
ଦେଖାଇଲେ ସଭିଙ୍କୁ ।
କବିଙ୍କ ଉଦ୍ଦେଶ୍ୟ ସଫା ଆଉ ସଠିକ୍,
କବି ଜାଣନ୍ତି ଭଲକରି ଆଉ
ବାଣ୍ଟନ୍ତି ଆନନ୍ଦ ।
ଆଉ ପ୍ରକୃତିର ରହସ୍ୟ
ଅନ୍ୟମାନେ ଜାଣନ୍ତୁ, କରନ୍ତି ଚେଷ୍ଟା ।
ତୁମକୁ କରୁଛି ନମସ୍କାର ପ୍ରିୟ କବି,
ସାର୍ବଜନୀନ ପ୍ରେମିହୃଦୟ ଅଛି ତୁମ ଭିତରେ
ଆଉ ଅଛି ଶାଶ୍ଵତ ସତ୍ୟ ।