Dhanyabad mahasaya,
Mo kabita upare
Matamata pain.
Dhanyabad, tume
Bujhichha satya.
Tume anubhava karichha
Jibana nuhen thatta,
etaka jathesta.
Tume,
Nije hin aalua,
Tume,
Nije hin sabu.
Samaya binijoga kara, priya,
Anyara mangala pain.
In Odia lipi or say Brahmi script;
ଧନ୍ୟବାଦ ମହାଶୟ
ମୋ କବିତା ପଢି
ଦେଇଥିବାରୁ ମତାମତ ।
ଧନ୍ୟବାଦ, ତୁମେ
ବୁଝିଛ ସତ୍ୟ ।
ତୁମେ କରିଛ ଅନୁଭବ
ଜୀବନ ନୁହେଁ ଏକ ଥଟ୍ଟା
ଏତକ ଯଥେଷ୍ଟ ।
ତୁମେ
ନିଜେ ହିଁ ଆଲୁଅ,
ତୁମେ
ନିଜେ ହିଁ ସବୁ ।
ସମୟ କର ବିନିଯୋଗ, ପ୍ରିୟ
ଅନ୍ୟର ମଙ୍ଗଳ ପାଇଁ ।
Read poems and understand the truth of life