କାନ୍ଦୁଲ ବାଏର,
ଜାନିଛ ଭାଏଲ
କାଣା ହଉଛେ
ହେତାର ଭିତରେ।
ନେଇଁ ଜାନି ତ
ନେଇଁ ପଚରଉଛ
କାଁଜେ ।
ଗଁଡପତରିଆ ଭାଲୁ
କହେମି କହେମି ହଉଛେ
ହେତକି ବେଲୁ।
ରହ, ଟିକେ ଟାକ।
ଜେନ ଶବଦ ଆଇଛେ
ହେଟାକେ ଫୋଲୋ କର।
କେତେବେଲେ କେନ
ପଁହଚିଲ ରିପୋର୍ଟ କରୁଥିବ,
ଅଲଝଟ ନେଇଁ ଧରବା
ଜେନ୍ତା ଆରୁ।
This poem has not been translated into any other language yet.
I would like to translate this poem